ଗଣେଷ ମୂର୍ତ୍ତି ଭସାଣି ବେଳେ ଗଣ୍ଡଗୋ;୩ ଆହତ ଜଣେ ଗୁରୁତର।

0
Spread the love


ଗଂଜାମ(କୈଳାସ ଚନ୍ଦ୍ର ଚୌଧୁରୀ):-ଗଂଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଗଣେଷ ମୂର୍ତ୍ତି ବିସର୍ଜନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଗଣ୍ଡଗୋଳ ଘଟିଛି। ପରେ ଗୋଟିଏ ଗୋଷ୍ଠୀର କିଛି ଯୁବକ ଧାରୁଆ ଅସ୍ତ୍ର ଓ ଖଣ୍ଡାରେ ଅନ୍ୟ ଗୋଷ୍ଠୀର ଯୁବକକୁ ଆକ୍ରମଣ କରିଥିଲେ । ଏଥିରେ ଜିତୁ ବରାଡ଼ ,ପପୁନ ବରାଡ଼ , ବିଜୟ ବେହେରା ଆହତ ହୋଇ ଆଡ଼ପଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାରେ ଓ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *