୮୦୦ ଝିଅ ଙ୍କ ନାମ ଲେଖାଇ ଚର୍ଚ୍ଚା ରେ ବ୍ରହ୍ମପୁର ITI
ବ୍ରହ୍ମପୁର:- ଦେଶର ସର୍ବବୃହତ୍ତ ଦ୍ୱିତୀୟ ITI ନାମ ରେ ପରିଚିତ ବ୍ରହ୍ମପୁର ସରକାରୀ ତାଲିମ୍ କେନ୍ଦ୍ର ରେ ଚଳିତ ବର୍ଷ ୮୦୦ ଝିଅ ନାମ ଲେଖାଇଛନ୍ତି ଯାହାକି ବ୍ରହ୍ମପୁର ITI ନୂଆଁ ରେକର୍ଡ କହିଲେ ଅତୁକ୍ତି ହେବନାହିଁ। ସାର ରାଜ୍ୟରେ ମଧ୍ୟ ପ୍ରଥମ ITI ଭାବରେ ପରିଚିତ ଏହି ITI ରେ ପିଲାମାନେ ସବୁବେଳେ ନାମ ଲେଖାଇଥାନ୍ତି କେବଳ ଗୋଟିଏ ନିଯୁକ୍ତି ପାଇବା ଆଶାରେ ଅଭିଭାବକ ମାନେ ଏଠାରେ ନାମ ଲେଖାଇ ଥାନ୍ତି।