ଗଞ୍ଜାମ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର,ରେ ଗୁରୁ ଦିବସ ପାଳିତ।

0
Spread the love


ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ସହର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଠାରେ ସର୍ଵ ପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜନ୍ମ ଜୟନ୍ତୀ ତଥା ଗୁରୁ ଦିବସ ଉତ୍ସବ ପାଳିତ ହୋଇଛି। ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଗୋପାଳ ଚନ୍ଦ୍ର ବେହେରା,ଶିକ୍ଷାବିତ୍ ଶ୍ରୀ ଦାମୋଦର ପଣ୍ଡା ,ଅନୁଷ୍ଠାନ ରସମ୍ପାଦକ ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦାନ କରି ରାଧା କ୍ରିଷ୍ଣନ ଙ୍କୁ ଶ୍ରଦ୍ଧା ସୁମନ୍ ଦେଇ ତାଙ୍କରି ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟ ର ଯତ୍ନ,ଓ ବୃକ୍ଷ ରୋପଣ କରି ସୁସ୍ଥ ପରିବେଶ ନିର୍ମାଣ କରିବା ବର୍ତ୍ତମାନ ର ଆହ୍ବାନ ବୋଲି ଦର୍ଶାଇ ଥିଲେ। ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର ସ୍ଵାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସମସ୍ତ ସେବାବ୍ରତୀ ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *