ସକାଳୁ ଆସି ମହାପ୍ରଭୁ ଙ୍କୁ ଦର୍ଶନ କଲେ ଉତ୍ତର ପୂର୍ବାଞ୍ଚଳର ଶିକ୍ଷା ଓ ବିକାଶ ବିଭାଗର କେନ୍ଦ୍ର ମନ୍ତ୍ରୀ।
ପୁରୀ(ରବୀନ୍ଦ୍ର କୁମାର):-ଆଜି ଗଣେଶ ଚତୁର୍ଥୀରେ ରେ ସକାଳୁ ସକାଳୁ ପୁରୀ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା କୁ ଆଶିଲେ ଡାକ୍ତର.ସୁକାନ୍ତ ମଜୁମଦାର ତାଙ୍କ ଧର୍ମପତ୍ନୀ ଏବଂ ତାଙ୍କ ଝିଅ ସହ ସେ ଜଣେ ଭାରତୀୟ ରାଜନେତା।ଉତ୍ତର ପୂର୍ବାଞ୍ଚଳର ଶିକ୍ଷା ଓ ବିକାଶ ବିଭାଗର କେନ୍ଦ୍ର ମନ୍ତ୍ରୀ ଗୋଆ ରାଜ୍ୟ ସଭାପତି ଏବଂ ବଲୁରଘାଟ ଲୋକସଭା ର ସାଂସଦ ଅଟନ୍ତି।
ସେ କହିଛନ୍ତି ଆଜୀ ବହୁତ ବଡ ଦିନ କାରଣ ଆଜୀ ହେଉଛି ଗଣେଶ ଚତୁର୍ଥୀ ଆଉ ଆଜୀ ଭଳି ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ କରିବାର ସୌଭାଗ୍ୟ ମୋତେ ମିଳିଛି ଏବଂ ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବାର ସୌଭାଗ୍ୟ ମୋତେ ମିଳିଛି ବୋଲି ମୁଁ ବହୁତ ଆନନ୍ଦ ଏବଂ ଉଲ୍ଲଷ ମଧ୍ୟ, ଆଉ ସେ ଏହା ମଧ୍ୟ କହିଛନ୍ତି ପୁରୀ ଗୋଟେ ଏପରି ଧାମ ଯାହା ସାରା ଭାରତ ଏବଂ ଭାରତ ବାହାରୁ ମଧ୍ୟ ଭକ୍ତ ଆଶନ୍ତି, କାରଣ ଏ କଳିଯୁଗରେ ପ୍ରକୃତ ଜୀବନ୍ତ ଭଗବାନ ଆଶନରେ ବିରାଜିଛନ୍ତି ତାଙ୍କୁ ଦର୍ଶନ କରିବାପାଇଁ ପ୍ରତ୍ୟେକ ଭକ୍ତ ଆସି ଥରଟେ ଦର୍ଶନ କରି ଯାଆନ୍ତୁ ବୋଲି।