ଭୁବନେଶ୍ଵର ବିଶ୍ୱାସ କଲେଜ୍ ରେ ପୁଷ୍ଟିକର ସପ୍ତାହ ପାଳିତ।

0
Spread the love

ଭୁବନେଶ୍ଵର :-ପୁଷ୍ଟିକର ସପ୍ତାହ ବିଶ୍ୱାସ ପ୍ରାଙ୍ଗଣରେ ପାଳିତ ହୋଇଅଛି ।ଏଥିରେ ପ୍ରଥମ ବର୍ଷ ବି.ଏସ.ସି ନର୍ସିଙ୍ଗ ଏବଂ ଜି.ଏନ.ଏମ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ଏବଂ ବହୁପ୍ରକାର ଖାଦ୍ୟ ଓ ତାର ପ୍ରଭାବ ଶରୀର ଉପରେ କିପରି ଆବଶ୍ୟକତା ଏବଂ ତାର କୁ ପ୍ରଭାବ ପରିଲକ୍ଷିତ ହୁଏ ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ସତ୍ୟଭାମା ମିଶ୍ର ଏବଂ ପାରାମେଡିକାଲ ବିଭାଗର ଅଧ୍ୟକ୍ଷ ଡାଃ ଅଭୟ କୁମାର ବାହିନୀପତି ଉଦଘାଟନ କରିଥିଲେ। ପ୍ରକଳ୍ପ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ। ସର୍ବଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *