ଆହାର କେନ୍ଦ୍ର ବୁଲିଲେ ଚିକିଟି ବିଧାୟକ ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ପରଖିଲେ ସ୍ଥିତି ।

0
Spread the love

ଚିକିଟି(କପିଲ ପାଢ଼ୀ):- ଆହାର କେନ୍ଦ୍ର ବୁଲିଲେ ଆଉ ପରଖିଲେ ସ୍ଥିତି. ଲୋକଙ୍କୁ ପଚାରିଲେ, ନିଜେ ବି ଖାଇଲେ। ଏ ଦୃଶ୍ୟ ହେଉଛି ଓଡ଼ିଶା ର ଗଞ୍ଜାମ ଜିଲ୍ଲା ଚିକିଟିଗଡ଼ ଆହାର କେନ୍ଦ୍ରର ଦୃଶ୍ୟ। ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମାନ୍ତରାଏ ବୁଧବାର ଦିନ ଆହାର କେନ୍ଦ୍ର ଗସ୍ତ କରି ସ୍ଥିତି ପରଖିବା ସହ ଖାଦ୍ୟର ମାନକୁ ବି ପରଖିଥିଲେ।ସବୁ ଠିକଠାକ ଅଛି. ଏହାକୁ ସୁପରିଚାଳନା କରିବା ପାଇଁ ଏନ ଏ ସି କତୃପକ୍ଷଙ୍କୁ ପରାମର୍ଶ ଦେଇଥିବା ବିଧାୟକ କହିଛନ୍ତି। ଆହାର କେନ୍ଦ୍ର ଚିକିଟିଗଡ଼ରେ ରହିଛି। ଏହାକୁ ଜନ ଗହଳି ପୁର୍ଣ ଚିକିଟି ପେଣ୍ଠକୁ ସ୍ଥାନାନ୍ତରିତ କରିବାକୁ ନିର୍ଦେଶ ଦେଇଥିବା ବିଧାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *