ଗାଡି ଦୁର୍ଘଟଣା ରେ ମହିଳା ପୋଲିସ ଗୁରୁତର।

0
Spread the love


ପୁରୀ(ରବୀନ୍ଦ୍ର କୁମାର):-ପୁରୀ ତାଳବଣିଆ ଠାରେ ଦୁର୍ଘଟଣା ମହିଳା ପୋଲିସ ଏଏସଆଇ ଗୁରୁତର। ଗୁରୁତର ମହିଳା ଏଏସଆଇ ହେଉଛନ୍ତି ପ୍ରତିମା ଭୋଳ।ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ଭର୍ତ୍ତି। ସ୍କୁଟି ନେଇ ଯାଉଥିବା ସମୟରେ ଦୁଇଟି ବୁଲେଟ ଦେଇଥିଲେ ଧକ୍କା।

Leave a Reply

Your email address will not be published. Required fields are marked *