ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇଲେ ଉଠା ଦୋକାନୀ ସଂଘ।

0
Spread the love


ପୁରୀ(ରବୀନ୍ଦ୍ର କୁମାର):-ପୁରୀ ବଡ଼ଦାଣ୍ଡ ମିଳିତ ଉଠାଦୋକାନୀ ବ୍ୟବସାୟୀ ମହା ସଂଘ ପକ୍ଷରୁ ଆଜି ଭୁବନେଶ୍ବରରେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ପୁରୀର ବଡ଼ଦାଣ୍ଡ ରୁ ଉଛେଦ ହୋଇଥିବା ଗରୀବ ଉଠାଦୋକାନୀ ମାନେ ନିଜର ଦୁଃଖ ଜଣାଇଲେ ଓ ଶ୍ରୀ ଜଗନ୍ନାଥ ମନ୍ଦିର ଚାରି ଦୁଆର ଖୋଲିଯାଇଥିବା ରୁ ଓ ଶ୍ରୀ ଦାଣ୍ଡ ଖୋଲି ଯାଇଥିବାରୁ ପୁନର୍ବାର ବଡ଼ଦାଣ୍ଡ କୁ ଶୃଙ୍ଖଳିତ ଭାବେ ଫେରିବା ପାଇଁ ସମୁହ ଦାବି ଜଣାଇଲେ। ମନ୍ତ୍ରୀ ନିଜେ ଆଇନମତ୍ରୀ ଙ୍କ ସହ ଆସି ବଡ଼ଦାଣ୍ଡରେ ସରଜମିନ୍ ତଦନ୍ତ କରି ଅବସ୍ଥା କୁ ଦେଖି ବ୍ୟଵସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *