ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ପରିସରରେ ନିଖୂଳ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ।

0
Spread the love


ଗଞ୍ଜାମ (ବିନୋଦ ଚନ୍ଦ୍ର ପଲାଇ):- ଗଞ୍ଜାମ ଏନ୍‌ଏସି ରେ ଅଧ୍ଯକ୍ଷା ପ୍ରତିଭା ପାଢ଼ୀଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ଆଗାମୀ ଦିନରେ ଗଞ୍ଜାମ ଏନ୍ ଏ ସି କୁ ରାଜ୍ୟକୁ ଏକ ନମ୍ବର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ରୂପେ ପୂର୍ବତନ ଉପବାଚସ୍ପତି ଶ୍ରୀ ରାମ ଚନ୍ଦ୍ର ପଣ୍ଡା ଗଞ୍ଜାମ ର ଐତିହ୍ୟ ବିଷୟରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ଗଞ୍ଜାମ ଏନ୍ ଏ ସି ର ଦୁଇକୋଟି ପଚାଶ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତାବିତ ଛଅ ମହଲା ଏନ୍ ଏ ସି କାର୍ଯ୍ୟାଳୟ ନିର୍ମାଣ ର ଶୁଭ ଦିଆଯାଇଥୁଲା । ମୁଖ୍ୟମନ୍ତ୍ରୀ ସକାଳୁ ଆଭ।ସି ମାଧ୍ଯ ମାଧ୍ୟମରେ ଏହି ଏନ୍ ଏ ସି । ର ୮୫ ଲକ୍ଷ ଟଙ୍କା । ବ୍ୟୟରେ କଲ୍ୟାଣ ମଣ୍ଡପ
ଲକ୍ଷ ବ୍ୟୟରେ ମାଛ ବଜାର ର ୧୭ଟି ଦୋକାନ ଗୃହ ଉଦ୍ଘାଟନ କରିଥିଲେ ।

ବ୍ରହ୍ମପୁର । ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ, ଇଁ ବିନୋଦ ପାଢ଼ୀ, ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା ଉପସ୍ଥିତି ଥିଲେ । ଏହି ବର୍ଣ୍ଣାଢ଼ୀ ପରିବେଶରେ ଗଞ୍ଜାମ ଏନ ଏ ସି ର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଗଞ୍ଜାମ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଶିଶୁ କଳାକାର ମାନେ ନିଜର ନୃତ୍ୟପ୍ରତିଭା ଦ୍ବାରା ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ସ୍ଥାନୀୟ ଗଞ୍ଜାମ ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ତି ଦେବ୍ୟାନି ରେଶ୍ମୀ ବିଜ୍ଞାନ ରେ ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ଗଞ୍ଜାମ ଏନ୍ ଏ ସି ର କର୍ମଚାରୀ ଗଣ ଏବଂ ସଫେଇ କର୍ମଚାରୀ ଙ୍କୁ ଉତ୍ତମ କାର୍ଯ ପାଇଁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *