ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହରଘର ତ୍ରିଭଙ୍ଗା -୨୦୬୪ କାର୍ଯ୍ୟକ୍ରମ।

0
Spread the love

ଛତ୍ରପୁର:-ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ, ବ୍ଲକ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସହରାଞ୍ଚଳରେ ପାଳିଟ ହେବ “ହର ଘର ଝରଙ୍ଗା କାର୍ଯ୍ୟକ୍ରମ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ନିର୍ଦ୍ଦେଶ ମୁତାବକ ଭାରତର ସମସ୍ତ ସ୍ଥାନରେ ଆଜାଦ୍ କା ଅମୃତ ମହୋତ୍ସବ ଅଧୁନରେ “ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗଞ୍ଜାମ ଜିଲ୍ଲାରେ ଏହି କାର୍ଯ୍ୟକ୍ରମଟିକୁ ବ୍ୟାପକ ଆକାରରେ ପାଳନ କରିବା ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିବାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗୁରୁବାର ଜିଲ୍ଲାପାଳଙ୍କ ସମ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ପରିଜା ଅବଗତ କରାଇଥିଲେଯେ, ଭାରଳର ସ୍ୱାଧୀନତା ଉପଲକ୍ଷେ ଜାତୀୟ ପଳାକା ଉତ୍ତୋଳନ କରିବାକୁ ଲୋକଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ କରି ଦେଶପ୍ରିତି ଜାଗ୍ରତ କରାଇବା । ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ ବିଭଳି ବ୍ୟାପକ ଭାବେ ପାଳନ ହେବ ସେଥ୍ ସକାଶେ ସରକାରଙ୍କ ପ୍ରବର ମାର୍ଗ ଦର୍ଶିକା ଅନୁପାଳନ କରିବାକୁ ଜଣାଇଥିଲେ । ଜିଲ୍ଲାର ସ୍କୟ” ସହାୟିକା ମହିଳା ମାନଙ୍କ ଦ୍ବାରା ୧୨ ତାରିଖ ମଧ୍ୟରେ ୪ ଲକ୍ଷ ତ୍ରିରଙ୍ଗା ପଚାଳା ପ୍ରସ୍ତୁତ କରାଯିବ । ଜାତୀୟ ପତାକା ସିଲେଇ କରି ପ୍ରସ୍ତୁତ କାର୍ଯ୍ୟର ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ବୁସ ପିଛା ୧୬,୬୬୭ ଗୋଟି ପଢାକା ଯୋଗାଇ ଦିଆଯିବ । ଜିଲ୍ଲାର ମଣ୍ଡଳ ଉନ୍ନୟନ ଅଧୁକାରୀ ଓ ପୌରପାଳିକା / ମହାନଗର ନିଗମରକାର୍ଯ୍ୟ ନିର୍ବାହୀ ଅଧିକାରୀ ପୌର ଆୟୁଲଙ୍କ ପ୍ରତ୍ୟକ୍ଷ କଉ ବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହେବ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅକାରୀ ଓ ଜିଲ୍ଲା ସଂସ୍କୃତି ଅଧୁବାରୀଙ୍କ ସମୟରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହେବ । ଲୋକଙ୍କ ହୃଦୟରେ ଜାତୀୟ ଭାବନା ଉଦ୍ରେକ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ । ତ୍ରିରଙ୍ଗା ଯାତ୍ରା, ତ୍ରିରଙ୍ଗା ଗାଲି, ଚିରଙ୍ଗା ବୌଚ, ତ୍ରିରଙ୍ଗା ଦସ୍ତଖତ ସଂଗ୍ରହ, ନିରଙ୍ଗା

ଶପଥ ପାଠ, ତ୍ରିରଙ୍ଗା ସେନ୍ତି, ତ୍ରିରଙ୍ଗା ସମ୍ମାନ, ତ୍ରିରଙ୍ଗା ମେଳା ପ୍ରଭୃଟି ସଠିକ ଭାବେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସକାଶେ ପୂର୍ବରୁ କାର୍ଯ୍ୟଶାସନା ପ୍ରସ୍ତୁତ କରିବାକୁ ଜଣାଇ ଥିଲେ ।

ବୈଠକରେ ଜିଲ୍ଲା ମୁଖ୍ୟ ଭକ୍ତୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମତା, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଗ, ପ୍ରକଳ୍ପ ନିର୍ଦ୍ଦେଶକ ସହରାଞ୍ଚଳ ଉନ୍ନୟନ ଉବୀନ୍ଦ୍ର କୁମାର ପଟେଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଆଧୁବାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା, ଡେପୁଟି ସି.ଇ.ଓ. ସ ‌‌ ସୁନ୍ଦର ଶିବରାମ ପାଇଟାଲ, ଜିଲ୍ଲା ପ୍ରକଳ୍ପ ସଂଯୋଜନ, ମିଶନ୍ ଏଭି ସାତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *