ଅଲିମ୍ପିକ୍ସ ହକିରେ ୨-୧ ଗୋଲରେ ସ୍ପେନକୁ ହରାଇ ଭାରତ ଜିତିଲା ବ୍ରୋଞ୍ଜ ପଦକ।
ନୂଆଦିଲ୍ଲୀ:-ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ହକି ଟିମକୁ ବଡ ସଫଳତା । ଅଲିମ୍ପିକ୍ସ ହକିରେ ଭାରତ ଜିତିଲା ବ୍ରୋଞ୍ଜ ପଦକ । ସ୍ପେନକୁ ୨-୧ ଗୋଲରେ ହରାଇ ଭାରତ ଜିତିଲା ବ୍ରୋଞ୍ଜ । ଅଧିନାୟକ ହରମନପ୍ରିତ ସିଂଙ୍କ ଡବଲ ଗୋଲ । ସେହିପରି ଶ୍ରୀଜେଶଙ୍କ ମଧ୍ୟ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଟୋକିଓ ପରେ ପ୍ୟାରିସ ଅଲମ୍ପିକ୍ସରେ ବି ଭାରତ ବ୍ରୋଞ୍ଜ ପଦକ ଜିତିଛି ।